Hanuman Temple - Korada

4.3/5 based on 4 reviews

Contact Hanuman Temple

Address :

Korada, Odisha 759127, India

Postal code : 759127
Opening hours :
Tuesday 5AM–7PM
Wednesday 5AM–7PM
Thursday 5AM–7PM
Friday 5AM–7PM
Saturday 5AM–7PM
Sunday 5AM–7PM
Monday 5AM–7PM
Categories :

Korada, Odisha 759127, India
K
Kandarpa Sahu on Google

इस नाज़ुक दिल में किसी के लिए इतनी मोहबत आज भी है यारो. की हर रात जब तक आँखे ना भीग जाये नीद नही आती? ? ?
There is so much love for someone in this delicate heart even today, friends. Every night until the eyes don't get wet the sleep does not come. ? ? ? द द नी नी नी नी द द नी द नी द नी नी द द द नी द
j
jitendra behera on Google

ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ୱାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି
According to legend, Hanuman is the nephew of Sugriva and the best devotee of Ramchandra. Her mother's name was Anjana; He is the son of an air god. He was the commander-in-chief of Bali at first, then after the expulsion of Bali from the kingdom of Bali, when Sugriva became a parishioner, after Sitaharan, Ramchandra's friendship with Sugriva went as an envoy to the south to locate Sita in Ashoka Vavan in Lanka. He was very strong and jumped from Lanka to India. Lakshman's power was cut off, so he went to fetch this immortal medicine and uprooted the Gandhamardhan mountain and brought Bohi Lanka to his head. Ravana's monster fought valiantly with the army, and Ramchandra immortalized him at the time of his death. It is said that after the burning of Lanka, Hanuman extinguished the fire that burned his tail and rubbed his palms with his hands and feet, causing his face to turn black and his descendants (Hanumankad) to be burnt to death. During the Dwapar period, he met Bhima on Mount Gandhamardhan. Hindus worship it as 'Mahabir' Thakur
M
Mitrabhanu Pradhan on Google

Good
T
Tusar Babu on Google

Good

Write some of your reviews for the company Hanuman Temple

Your reviews will be very helpful to other customers in finding and evaluating information

Rating *
Your review *

(Minimum 30 characters)

Your name *