Nigamananda Ashram - Bhubaneswar

4.3/5 based on 8 reviews

Contact Nigamananda Ashram

Address :

Bhubaneswar,, Sriram Nagar, Old Town, Bhubaneswar, Odisha 751002, India

Postal code : 751002
Categories :

Bhubaneswar,, Sriram Nagar, Old Town, Bhubaneswar, Odisha 751002, India
j
jyoti ranjan dash on Google

Jayaguru
Jayaguru
S
Satya Narayan on Google

ଜୟଗୁରୁ ନିଗମାନନ୍ଦ ପରମହଂସ (୧୮୮୦ − ୧୯୩୫) ଜଣେ ଭାରତୀୟ ସାଧକ ଓ ଆଧ୍ୟାତ୍ମିକ ଗୁରୁ ଥିଲେ । ସେ ଭାରତର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର କୁତବପୁର ଗ୍ରାମର ଗୋଟିଏ ବ୍ରାହ୍ମଣ ପରିବାରରେ ୧୨୮୭ ସାଲ (୧୮ ଅଗଷ୍ଟ ୧୮୮୦) ଝୁଲଣ ପୂର୍ଣିମା ତିଥି ରେ, ଜନ୍ମ ଗ୍ରହଣ କରିଥିଲେ । [୧][୨] ଭାରତର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଥିଲେ ।[୩] ସନ୍ୟାସୀ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବ ନାମରେ ବିଖ୍ୟାତ ହେଲେ । ବିଶ୍ଵାସ ଯୋଗ୍ୟ ଯେ,ଏହି ମହାତ୍ମା ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ଚତୁର୍ବିଧ ସାଧନାରେ ସିଦ୍ଧହୋଇ ନିର୍ବିକଳ୍ପ ଭୂମିରୁ ଗୁରୁ ରୂପେ ଅବତୀର୍ଣ୍ଣ ହୋଇଥିଲେ । ଠାକୁର ନିଗମାନନ୍ଦ ନିର୍ବିକଳ୍ପ ଭୂମିରୁ ଫେରି ଗୁରୁ ଭାବ ଘେନି ଲୋକାଳୟକୁ ଆସିବା ପରେ ସମାଜର ଦୁର୍ଗତି ସନ୍ଦର୍ଶନ ଓ ଉପଲବ୍ଧି କରି ଏହାକୁ ଦୃଢ଼ ଓ ପ୍ରାଣବନ୍ତ କରିବା ଉଦ୍ଦେଶ୍ୟରେ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ଗ୍ରନ୍ଥମାନ ବଙ୍ଗଳା ଭାଷାରେପ୍ରଣୟନ କରିଥିଲେ ।[୪] ପରବର୍ତ୍ତି ସମୟରେ ଏହି ଗ୍ରନ୍ଥମାନର ଓଡ଼ିଆ ଭାଷାନ୍ତର ଦୁର୍ଗାଚରଣ ମହାନ୍ତିଙ୍କ ଦ୍ବାରା ସମ୍ଭବପର ହୋଇ ପାରିଥିଲା । [୫] ସ୍ଵାମୀ ନିଗମାନନ୍ଦ ପରମହଂସ ଶଙ୍କର ସମ୍ପ୍ରଦାୟ ସରସ୍ଵତୀ ଶାଖା ଭୁକ୍ତ ଥିଲେ । ସ୍ଵୟଂ ନିର୍ମାଣ କରିଥିବା ଆସାମ ସ୍ଥିତ କୋକିଳାମୁଖ (ଜୋରହାଟ)ରେ ସାରସ୍ଵତ ମଠଓ ଓଡ଼ିଶାର ପୁରୀରେ ନୀଳାଚଳ ସାରସ୍ଵତ ସଙ୍ଘ ତାଙ୍କର ବିଶିଷ୍ଟ ଅବଦାନ
ଜୟଗୁରୁ ନିଗମାନନ୍ଦ ପରମହଂସ (୧୮୮୦ − ୧୯୩୫) ଜଣେ ଭାରତୀୟ ସାଧକ ଓ ଆଧ୍ୟାତ୍ମିକ ଗୁରୁ ଥିଲେ। ସେ ଭାରତର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର କୁତବପୁର ଗ୍ରାମର ଗୋଟିଏ ବ୍ରାହ୍ମଣ ପରିବାରରେ ୧୨୮୭ ସାଲ (୧୮ ଅଗଷ୍ଟ ୧୮୮୦) ଝୁଲଣ ପୂର୍ଣିମା ତିଥି ରେ, ଜନ୍ମ ଗ୍ରହଣ କରିଥିଲେ। [୧] [୨] ଭାରତର ସେ ଜଣେ ଅସାଧାରଣ ଶକ୍ତି ସମ୍ପନ୍ନ ସଦଗୁରୁ ଥିଲେ। [୩] ସନ୍ୟାସୀ ଗ୍ରହଣ ପରେ ପରମହଂସ ଶ୍ରୀ ମଦ୍ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବ ନାମରେ ନାମରେ ହେଲେ।। ବିଶ୍ଵାସ ଯୋଗ୍ୟ ଯେ, ଏହି ମହାତ୍ମା ତନ୍ତ୍ର, ଯୋଗ, ଜ୍ଞାନ ଓ ପ୍ରେମ ଚତୁର୍ବିଧ ସାଧନାରେ ସିଦ୍ଧହୋଇ ନିର୍ବିକଳ୍ପ ଭୂମିରୁ ଗୁରୁ ରୂପେ ଅବତୀର୍ଣ୍ଣ ହୋଇଥିଲେ। ସନ୍ଦର୍ଶନ ନିଗମାନନ୍ଦ ଉପଲବ୍ଧି ଆସିବା ପରେ ସମାଜର ଦୁର୍ଗତି ସନ୍ଦର୍ଶନ ଓ ଉପଲବ୍ଧି କରି ଏହାକୁ ଦୃଢ଼ ଓ ପ୍ରାଣବନ୍ତ କରିବା ଉଦ୍ଦେଶ୍ୟରେ ସେ ବ୍ରହ୍ମଚର୍ଯ୍ୟ ସାଧନ, ଯୋଗୀ ଗୁରୁ ତାନ୍ତ୍ରିକ ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ଦୁର୍ଗାଚରଣ ମହାନ୍ତିଙ୍କ ଦ୍ବାରା ସମ୍ଭବପର ହୋଇ ପାରିଥିଲା। [୫] ସ୍ଵାମୀ ନିଗମାନନ୍ଦ ପରମହଂସ ଶଙ୍କର ସମ୍ପ୍ରଦାୟ ସରସ୍ଵତୀ ଶାଖା ଭୁକ୍ତ ଥିଲେ। କୋକିଳାମୁଖ ନିର୍ମାଣ କରିଥିବା ଆସାମ ସ୍ଥିତ କୋକିଳାମୁଖ (ଜୋରହାଟ) ରେ ସାରସ୍ଵତ ମଠଓ ଓଡ଼ିଶାର ପୁରୀରେ ନୀଳାଚଳ ସାରସ୍ଵତ ସଙ୍ଘ ତାଙ୍କର ବିଶିଷ୍ଟ ଅବଦାନ
D
DEBASISH MOHANTY on Google

Peace place
A
Anupam Miheer on Google

Peaceful environment
S
Saroj Kumar Kar on Google

Devotional pkace
B
Bipin Singh on Google

very nice
R
Rupsa Saha on Google

This Place is very Sacred and Spiritual ??????????????????????????????????????????????????
P
PRAHALLAD PALAI on Google

Jayaguru Jayakrushna Rajaguru Mohapatra (29 October 1739 – 6 December 1806) popularly known as Jayi Rajaguru was a prominent figure of ... Cause of death: Execution/Capital Punishment Died: 6 December 1806 (aged 67); Medinipur,Bengal, British India Born: Jaykrushna Mahapatra; 29 October 1739; Harekrushnapur, Puri, Odisha, British ... Nationality: Indian Jayakrushna Rajaguru Mohapatra (29 October 1739 – 6 December 1806) popularly known as Jayi Rajaguru was a prominent figure of ... Cause of death: Execution/Capital Punishment Died: 6 December 1806 (aged 67); Medinipur,Bengal, British India Born: Jaykrushna Mahapatra; 29 October 1739; Harekrushnapur, Puri, Odisha, British ... Nationality: Indian

Write some of your reviews for the company Nigamananda Ashram

Your reviews will be very helpful to other customers in finding and evaluating information

Rating *
Your review *

(Minimum 30 characters)

Your name *