Pratap Sasan High School - Bhubaneswar

4.3/5 based on 8 reviews

Contact Pratap Sasan High School

Address :

Khurda, Balakati, Balakati, Bhubaneswar, Odisha 752100, India

Phone : 📞 +978
Postal code : 752100
Categories :

Khurda, Balakati, Balakati, Bhubaneswar, Odisha 752100, India
T
That Cool on Google

B
Basanti Mallick on Google

P
Perfect Creative on Google

M
Md Niyaz on Google

Super
M
MD NASIM on Google

Good
N
Nihar Ranjan on Google

ଆମେ ଏହି ପବିତ୍ର ଶିକ୍ଷାୟତନରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲୁ ୧୯୯୫ ଖ୍ରୀଷ୍ଟାବ୍ଦରୁ ୨୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ I ବିଦ୍ୟାଳୟର ପରିସରରେ ଥିଲା ଏକ ପ୍ରେରଣାଦାୟୀ ପରିବେଶ I ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଫକୀର ଚରଣ ପଟ୍ଟନାୟକ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଧୁଭୂଷଣ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଉଭୟ ବିଦ୍ୟାଳୟ ସୁଚାରୁରୂପେ ହେଉଥିଲେ ପରିଚାଳିତ I ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ ,ଶ୍ରୀଯୁକ୍ତ କାହ୍ନୁ ଚରଣ ପୃଷ୍ଟି ,ଶ୍ରୀଯୁକ୍ତ ବୃନ୍ଦାବନ ଚନ୍ଦ୍ର ଦାସ,ଶ୍ରୀମତୀ ଚନ୍ଦ୍ରପ୍ରଭା ମହାନ୍ତି ,ଶ୍ରୀମତୀ ମୀରା ପ୍ରଧାନ ,ଶ୍ରୀମତୀ ସତ୍ୟଭାମା ପଟ୍ଟନାୟକ ଆଦି ଶିକ୍ଷକତା କରୁଥିଲେ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା କାର୍ଯ୍ୟାଳୟ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ I ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଶ୍ରୀଯୁକ୍ତ ଗୋପାଳ କିଶୋର ମହାନ୍ତି,ଶ୍ରୀଯୁକ୍ତ ଲିଙ୍ଗରାଜ ତ୍ରିପାଠୀ,ଶ୍ରୀଯୁକ୍ତ ଦୁର୍ଗା ଚରଣ ତ୍ରିପାଠୀ,ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାରଣା,ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମାନସିଂ,ଶ୍ରୀଯୁକ୍ତ ଭଗବାନ ପ୍ରଧାନ,ଶ୍ରୀଯୁକ୍ତ ହରିବନ୍ଧୁ ମହାରଣା ,ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ଦାଶ,ଶ୍ରୀଯୁକ୍ତ ବ୍ରଜ କିଶୋର ମହାନ୍ତି ,ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ,ଶ୍ରୀଯୁକ୍ତ ବାସୁଦେବ ପଟ୍ଟନାୟକ ,ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ,ଶ୍ରୀମତୀ ନିରୁପମା ଦେବୀ ,ଶ୍ରୀମତୀ ଅନସୂୟା ପରିଡା ,ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ,ଶ୍ରୀମତୀ ମଞ୍ଜୁଶ୍ରୀ ମହାନ୍ତି,ଶ୍ରୀମତୀ ସତ୍ୟଭାମା ଦେବୀ ଆଦି ଶିକ୍ଷକତା କରୁଥିଲେ ,ଶ୍ରୀଯୁକ୍ତ କୃତ୍ତିବାସ ମିଶ୍ର ମୁଖ୍ୟ ଅମଲା,ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ସାହୁ ଏବଂ ଶ୍ରୀମତୀ କନକଲତା ଦେବୀ କାର୍ଯ୍ୟ କରୁଥିଲେ କାର୍ଯ୍ୟାଳୟ ସହକାରୀ ଭାବରେ ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଭୋଇ ସଫାଇ କର୍ମଚାରୀ ତଥା ରାତ୍ର ଜଗୁଆଳ ହିସାବରେ ଦାୟିତ୍ୱ ନିର୍ବାହ କରୁଥିଲେ |ପ୍ରତ୍ଯେକ ଶିକ୍ଷକ ଥିଲେ ନିଜ ବିଷୟରେ ଦକ୍ଷ,କର୍ତ୍ତବ୍ୟନିଷ୍ଠ,ସମୟାନୁବର୍ତ୍ତୀ,ସଚ୍ଚରିତ୍ରବାନ୍ ଏବଂ ଦୃଢ ବ୍ୟକ୍ତିତ୍ବସମ୍ପନ୍ନIଅନେକ ଘଟଣା ବହୁଳ ,ସ୍ମୃତି ବିଜଡିତ ମାଧ୍ୟମିକ ଶିକ୍ଷାର ପରିସମାପ୍ତି ଘଟିଥିଲା ୨୦୦୦ ଖ୍ରୀଷ୍ଟାବ୍ଦରେ ଏବଂ ଏହି ଅନୁଷ୍ଠାନ ସହିତ ଥିବା ସମ୍ପର୍କ ଅତି ଆବେଗିକ,ଆତ୍ମିକ ତଥା ଅବିଛେଦ୍ୟ I
S
Sujit kumar Sahoo on Google

Knowledge pillar of Girl's
S
Subham Subham on Google

A great school for boys and girls

Write some of your reviews for the company Pratap Sasan High School

Your reviews will be very helpful to other customers in finding and evaluating information

Rating *
Your review *

(Minimum 30 characters)

Your name *