JAGANNATH TEMPLE ,SWARGADWAR GHAT (ଜଗନ୍ନାଥ ମନ୍ଦିର) ସ୍ୱର୍ଗଦ୍ୱାର ଘାଟ - Puri

4.7/5 based on 8 reviews

Contact JAGANNATH TEMPLE ,SWARGADWAR GHAT (ଜଗନ୍ନାଥ ମନ୍ଦିର) ସ୍ୱର୍ଗଦ୍ୱାର ଘାଟ

Address :

Swargadwar, Puri, Odisha 752001, India

Postal code : 752001
Opening hours :
Tuesday 6–11:30AM
Wednesday 6–11:30AM
Thursday 6–11:30AM
Friday 6–11AM
Saturday 6–11:30AM
Sunday 6–11AM
Monday 6–11:30AM
Categories :

Swargadwar, Puri, Odisha 752001, India
k
kailash chand varma on Google

जगनाथ मंदिर में साक्षात् भगवान की उपस्ती का अभास होता है मन को शान्ति मिलती है
The presence of God is felt in the Jagnath temple, the mind gets peace.
J
Janardan Pujapanda on Google

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଭଳି ଏସ୍ଥାନରେ ଜଗନ୍ନାଥ ମହାପ୍ରଭୁ ,ଵଳଭଦ୍ର ମହାପ୍ରଭୁ ମା' ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁ ଏବଂ ଵାଵା ତୀର୍ଥେଶ୍ୱର ମହାଦେବଙ୍କୁ ଭକ୍ତମାନେ ଆନନ୍ଦରେ ଦର୍ଶନ କରି ମହାନ ପୂଣ୍ୟ ଅର୍ଜନ କରିଥାନ୍ତି । ଏହା ଏକ ଵହୁତ ପ୍ରାଚୀନହିନ୍ଦୁ ମଠ,ସୁନ୍ଦର କାରୁକାର୍ଯ୍ୟ ବେଷ୍ଠିତ ଅଟେ। ଏଠାରେ ମହାପ୍ରଭୁଙ୍କ ନୀତ୍ୟମଙ୍ଗଳ ଆଳତି ସକାଳେ ଏବଂ ସନ୍ଧ୍ୟାରେ,ଵେଶଶୃଙ୍ଗାର, ଵାଲ୍ୟଭୋଗ, ରନ୍ଧନ ପ୍ରସାଦ ସହ ଭକ୍ତମାନେପ୍ରାୟ ପୁଷ୍ପାଞ୍ଜଳିଦେଇ ନିଜନିଜର ମନସ୍କାମନା ପୂର୍ଣ୍ଣ କରି ଆନନ୍ଦ ଅନୁଭବ କରିଥାନ୍ତି। ଏ ସ୍ଥାନର ବହୁତ ମହିମା ରହିଛି ,ପ୍ରତି ମାସରେ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁ ଜଗନ୍ନାଥଙ୍କ ଚଳନ୍ତିଵିଗ୍ରହ ସମୁଦ୍ର ଵୀଜେ ନାରାୟଣ ପ୍ରତିମାଙ୍କୁ ସେବାୟତମାନେ ମିଶି ଏବଂ ଭକ୍ତମାନଙ୍କ ଗହଳରେ ଘଣ୍ଟ କାହାଳି ବାଦ୍ୟ ଗୀତ ଗୋବିନ୍ଦ ସ୍ୱର ତାଳରେ ସମୁଦ୍ରରେ ସ୍ନାନ ନିମନ୍ତେ ଆଣି ସ୍ନାନକରାଇ ,ଏବଂ ପନ୍ତିଭୋଗ ପଣାଭୋଗ ଗ୍ରହଣ କରି ଏ ମଠରେ ଟିକେ ଅଟକି ବିଶ୍ରାମନେଇ ପୁନଃ ପ୍ରତ୍ୟାବଁତ୍ତନ କରିଥାନ୍ତି। ଶ୍ରୀ ଚୈତନ୍ୟ ମଧ୍ୟ ଅଣସର ୧୫ଦିନ ସମୟରେ ଶ୍ରୀମନ୍ଦିରରୁ ପ୍ରଭୁଙ୍କ ଦର୍ଶନ ନପାଇ ଫେରି ସମୂଦ୍ରକୁ ପ୍ରାଣ ଵିସର୍ଜନସମୟରେ ଏଠାରେ ତାଙ୍କୁ ଶୂନ୍ୟ ଶଦ୍ଦ ଆକାଶଵାଣୀ ହୋଇଥିଲା ଏବଂ ପରେ ସେ ଅଲାରନାଥ ଯାଇ ଦର୍ଶନର ସୌଭାଗ୍ୟ ପାଇଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ବ୍ରହ୍ମା ସ୍ୱର୍ଗଲୋକରୁ ସମୂଦ୍ର କୂଳସ୍ଥ ସ୍ୱର୍ଗଦ୍ୱାରନିକଟସ୍ଥ ମର୍ତ୍ତ୍ୟଲୋକରଭୁଵୈକୁଣ୍ଠ ଏହି ସ୍ଥାନରେ ଓଲ୍ଲାଇ ଦ୍ୱାଦଶ ଖ୍ରୀଷ୍ଟାବ୍ଦରେ ଏଠାରୁ ଭକ୍ତମାନଙ୍କ ଏବଂ ମହାରାଜାଙ୍କ ଏକ ପଟୁଆର କରି ସେବକ ପଣ୍ଡିତ ଵେଦଧ୍ୱନିରେ ହାତୀ, ଘୋଡ଼ା ,ସୈନ୍ୟ ସାମନ୍ତ,ପ୍ରଜା ମାନଙ୍କୁ ନେଇ ଶ୍ରୀମନ୍ଦିରପ୍ରତିଷ୍ଠା ନିମନ୍ତେ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ଏସ୍ଥାନରେ ମୃତ୍ୟୁବରଣ କରିଥିବା ଜନତା ଜନାର୍ଦ୍ଦନ ମାନେ ଆସି ଦାହସ୍ଂସ୍କାରହେଲେ ସ୍ୱର୍ଗଲୋକ ଗମନ କରିବାର ସମସ୍ତ କୀମ୍ଭଦନ୍ତୀ ରହିଛି ।ଲକ୍ଷ୍ମୀପୁରାଣ ଵର୍ଣ୍ଣିତ ଦୀନ ଚଣ୍ଡାଳୁଣୀ ଘରେ ଦର୍ଶନ ଦେଇ ଥିବାରୁ ମା' ମହାଲକ୍ଷ୍ମୀଙ୍କୁ ପ୍ରଭୁ ଜଗନ୍ନାଥ, ଦେଢ଼ଶୂର ଵଳଭଦ୍ରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିତ୍ୟାଗ କରିଵାସହ ଏହି ସମୁଦ୍ର କୂଳ ସ୍ଥାନକୁ ଶ୍ରେଷ୍ଠ ଜାଣି ମହାପ୍ରଭୁଙ୍କ ଉପରେ ରୋଷ ଅଭିମାନ କରି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏଠାରେ ମା ଜଗତଜନନୀ ସୁଵଣ୍ଣ ଉଆସ ତୋଳାଇ ଦାସଦାସୀମାନଙ୍କ ସଙ୍ଗେ କଟାଇ, ପ୍ରଭୁଙ୍କୁ ଵାରଵରଷ କାଳ ଶ୍ରୀ ହୀନ କରି ବାରଦ୍ଦ୍ୱାର ହଟହଟା କରାଇ ଶେଷରେ ଏଠାରେ ଦୁଇ ଭାଇଙ୍କୁ ଦର୍ଶନ ଦେଇଥିଲେ ଏବଂ ନିଜ ହାତରେ ରାନ୍ଧଣାକରି ଵ୍ୟଞନ ,ପୋଡ଼ପିଠା ପରସିଥିଲେ ଏବଂ ଚାଣ୍ଡାଳୁଣୀକହିଥିବା ଦୋଷ କ୍ଷମା କରକହି ଜଗନ୍ନାଥ ପ୍ରଭୁ ଲକ୍ଷ୍ମୀ ଙ୍କ ହାତଧରି ପୂନଃ ପ୍ରଭୁ ଶ୍ରୀମନ୍ଦିର ଫେରାଇ ଆଣି ଆବ୍ରାହ୍ମଣ ସମସ୍ତେ ଏକାଠି ମହାପ୍ରସାଦ ଖାଇ ମୁଣ୍ଡରେ ହାତ ମାରିଵାର ସପଥ ନେଇ ଲକ୍ଷ୍ମୀ ଠାକୁରାଣୀଙ୍କ କଥା ରକ୍ଷା କରିଥିଲେ ।ଏହି ସ୍ଥାନ ସେହି ଭାଗ୍ୟଦାତ୍ରୀଙ୍କ ସ୍ଥାନ ଅଟେ । ପ୍ରଭୁ ଜଗନ୍ନାଥ ମା' ମହାଲକ୍ଷ୍ମୀ ସବୁବେଳେ ସମସ୍ତଭକ୍ତମାନଙ୍କୁ ସହାୟତା ହୁଅନ୍ତୁ ଏଵଂ ଆପଣଙ୍କମାନେ ଏଠାରେ ପ୍ରଭୁଙ୍କୁ ଦର୍ଶନକରି ଶାନ୍ତି ଅନୁଭବ କରନ୍ତୁ । ସମସ୍ତଙ୍କୁ ପ୍ରଣାମ ଜଣାଉଛି ଆପଣଙ୍କ ସେବାରେ ସେବକ ଜନାର୍ଦ୍ଦନ ମହାରାଜ,ସ୍ୱର୍ଗଦ୍ଵାର,ପୁରୀ।
Devotees enjoy Jagannath Mahaprabhu, Balabhadra Mahaprabhu Maa Subhadra and Sudarshan Mahaprabhu and Vava Tirtheshwar Mahadev in places like the fourth idol in the temple. It is a very ancient Hindu monastery, surrounded by beautiful carvings. Here, in the morning and in the evening, the devotees enjoy the offerings of garlands, wreaths, cooking offerings and flowers, fulfilling their desires. The place is so glorious that on the day of the new moon every month on the day of the new moon, the moving idol of Mahaprabhu Jagannath from the shrine is joined by the devotees to the sea VJ Narayan idol and the bells are sung in the company of the devotees to the sound of Govinda's voice to the sea to bathe in the sea. Mr. Chaitanya also returned from the temple for 15 days without Ansar's visit to the Lord at the time of his immersion in the sea, where he was given a void of words, and later went to Alarnath to enjoy the vision. Maharaja had gone to ଶ୍ରୀମନ୍ଦିରକୁ for Brahma ସ୍ୱର୍ଗଲୋକରୁ sea Rechovot ସ୍ୱର୍ଗଦ୍ୱାରନିକଟସ୍ଥ ମର୍ତ୍ତ୍ୟଲୋକରଭୁଵୈକୁଣ୍ଠ ଶ୍ରୀମନ୍ଦିରପ୍ରତିଷ୍ଠା there is at this place ଓଲ୍ଲାଇ XII BC, hence the faithful and the king may have a ପଟୁଆର server scholar ଵେଦଧ୍ୱନିରେ elephants, horses, bands, tenant with ଇନ୍ଦ୍ରଦ୍ୟୁମ୍ନଙ୍କ and came to mean the mob Me have died depart transit ଦାହସ୍ଂସ୍କାରହେଲେ heaven All the legends are there. As the deity visited the house of Deen Chandaluni, described in the Lakshmipuran Purana, she left the temple at the behest of Lord Jagannath, one and a half Balabhadra at the behest of Lord Jagannath, and knew that this beach was the best place to be. When the Lord knocked down the door, he finally appeared to the two brothers and cooked with his own hands. Lakshmi Thakurani took the oath of allegiance and shook her head. This is the place of the lucky ones. May Lord Jagannath Maa Mahalakshmi always help all the devotees and may you feel peace by seeing the Lord here. Greetings to all in your service Servant Janardhan Maharaj, Swargadwar, Puri.
E
Ekalabya Sahu on Google

Nice
A
Abhishek on Google

❤️
N
Narayan Kerai on Google

Superb place ??
T
Tushar Malick on Google

Nice
S
Subhankar Bandopadhyay on Google

Very beautiful decorative temple near to Swargyadwar Puri
P
Prabir Kumar Das on Google

Those who are not hindu they can visit this place for see the lord jagannath. In this place no barriers for them. Priest of this temple are polite and good behavioural person.

Write some of your reviews for the company JAGANNATH TEMPLE ,SWARGADWAR GHAT (ଜଗନ୍ନାଥ ମନ୍ଦିର) ସ୍ୱର୍ଗଦ୍ୱାର ଘାଟ

Your reviews will be very helpful to other customers in finding and evaluating information

Rating *
Your review *

(Minimum 30 characters)

Your name *